ରେକର୍ଡ କରୁଛି ରାଜଧାନୀ : ଦିନକରେ ୩୮, ସ୍ଥାନୀୟ ସଂକ୍ରମିତଙ୍କୁ ନେଇ ଚିନ୍ତା ବଢ଼ିଲା

ଭୁବନେଶ୍ବର : ରାଜଧାନୀରେ ଆଜି ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ କେବଳ ରାଜଧାନୀର। ଚିନ୍ତାର ବିଷୟ ହେଲା, ସେମାନଙ୍କ ମଧ୍ୟରୁ ୧୩ ଜଣ ସ୍ଥାନୀୟ ସଂକ୍ରମିତ ଅର୍ଥାତ୍‌ ଏମାନେ କେଉଁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତଙ୍କ ହୋଇଛନ୍ତି। ଆଜିର ଏହି ୧୩ ଜଣଙ୍କୁ ମିଶାଇ ଗତ ୨୦ ଦିନ ଭିତରେ ରାଜଧାନୀରୁ ୭୨ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ … Continue reading ରେକର୍ଡ କରୁଛି ରାଜଧାନୀ : ଦିନକରେ ୩୮, ସ୍ଥାନୀୟ ସଂକ୍ରମିତଙ୍କୁ ନେଇ ଚିନ୍ତା ବଢ଼ିଲା